ଦୁଇଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ଉପରାଷ୍ଟ୍ରପତି: ଦୁଇଟି କାର୍ଯ୍ୟକ୍ରମରେ ଘଣ୍ଟାଏ ଲେଖାଏଁ ରହିବେ

ଭୁବନେଶ୍ୱର/କଟକ: ଆସନ୍ତା ଏପ୍ରିଲ ୨ ଓ ୩ ତାରିଖ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ଉପରାଷ୍ଟ୍ରପତି ଏମ୍‌. ଭେଙ୍କେୟା ନାଇଡୁ। ଉପରାଷ୍ଟ୍ରପତିଙ୍କ ଏହି ଗସ୍ତ କାର୍ଯ୍ୟକ୍ରମ ପାଇଁ ପୁଲିସ ମହାନିର୍ଦ୍ଦେଶକ ଅଭୟ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି। ଉପରାଷ୍ଟ୍ରପତି କଟକସ୍ଥିତ ସାରଳା ଭବନ ଓ ବାଣୀବିହାରଠାରେ ଅନୁଷ୍ଠିତ ହେବାକୁ ଥିବା କାର୍ଯ୍ୟକ୍ରମରେ ଯୋଗଦେବେ। ଏଠାରେ କିଭଳି ସୁରକ୍ଷା ବ୍ୟବସ୍ଥା ରହିବ, ସେ ନେଇ ରାଜ୍ୟ ପୁଲିସ ମୁଖ୍ୟାଳୟରୁ ଭିଡିଓ … Continue reading ଦୁଇଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ଉପରାଷ୍ଟ୍ରପତି: ଦୁଇଟି କାର୍ଯ୍ୟକ୍ରମରେ ଘଣ୍ଟାଏ ଲେଖାଏଁ ରହିବେ